ମା’ଙ୍କ ଧରାବତରଣ ମହାଷ୍ଟମୀରେ ମା’ଙ୍କୁ ଡାଲା ଭୋଗ

ଘରେ ପହଞ୍ଚିବ ମା’ଙ୍କ ଖେଚୁଡ଼ି ଭୋଗ ଭୁବନେଶ୍ବର: ୨୧ ବର୍ଷରେ ପଦାର୍ପଣ କରିଛି ଚକେଇସିଆଣି ଦୁର୍ଗାପୂଜା। ଏଠାରେ ମା’ଙ୍କ ପୂଜା ବିଧି ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହେଉଥିଲେ ହେଁ କିଛି ସ୍ବତନ୍ତ୍ରତା ରହିଛି। ମହାଷ୍ଟମୀ ପୂଜାରେ ଅନ୍ୟ ପୂଜାମଣ୍ଡପ ଭଳି ଏଠାରେ ବି ମା’ଙ୍କ ପାଖରେ ପାଣିକଖାରୁ ବଳି ପଡ଼ିବା ବିଧି ରହିଛି। କିନ୍ତୁ ଏଠାରେ ଏହି ତିଥି ପୂଜାରେ ମା’ଙ୍କୁ ଡାଲା ଭୋଗ ଲାଗି ହେବା ଏକ ନିଆରା … Continue reading ମା’ଙ୍କ ଧରାବତରଣ ମହାଷ୍ଟମୀରେ ମା’ଙ୍କୁ ଡାଲା ଭୋଗ